କୁଆଖାଇ ନଦୀପଠାରେ ଯୁବକଙ୍କ ଅର୍ଧ ଦଗ୍ଧ ମୃତଦେହ ଠାବ ଘଟଣା: ତଥାପି ଅବିଶ୍ୱସନୀୟ

ଭୁବନେଶ୍ୱର:ର୍ମାଚ ୨୧ ତାରିଖ। ମଞ୍ଚେଶ୍ୱର ଥାନା ଅଧୀନ ନହରକଣ୍ଟା ନଦୀପଠାରୁ ଜବତ ହେଲା ଉନ୍ମୟ ପାଢ଼ୀଙ୍କ ଅର୍ଧଦଗ୍ଧ ମୃତଦେହ। ପେଟରେ ଛୁରି ଭୁସା ଯାଇଥିଲା। ମୁଣ୍ଡରେ ଶକ୍ତ ଆଘାତ ଥିଲା। ପାଟି ଭିତରେ ଇଟା ଭର୍ତି କରାଯାଇଥିଲା। ପାଖରେ ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଅଧାପୋଡ଼ା ଅବସ୍ଥାରେ ପଡ଼ିଥିଲା। ନିକଟରେ ଉନ୍ମୟଙ୍କ ବାଇକ୍‌ ମଧ୍ୟ ଥିଲା। ଘଟଣାସ୍ଥଳ ଓ ପାରିପାର୍ଶ୍ୱିକ ପରିସ୍ଥିତିରୁ ଉନ୍ମୟଙ୍କୁ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ ପ୍ରକଟ କରିଥିଲା। … Continue reading କୁଆଖାଇ ନଦୀପଠାରେ ଯୁବକଙ୍କ ଅର୍ଧ ଦଗ୍ଧ ମୃତଦେହ ଠାବ ଘଟଣା: ତଥାପି ଅବିଶ୍ୱସନୀୟ